ବଜେଟକୁ ନେଇ ପ୍ରତିକ୍ରିୟା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଜେଟ୍ର ମାତ୍ର ୧୦% କୃଷି ପାଇଁ ରଖିବା ଦୁର୍ଭାଗ୍ୟଜନକ କୃଷି ପାଇଁ ମାତ୍ର ୨୪ ହଜାର ୮୨୯ କୋଟି ଟଙ୍କା ରଖିବା ଦୁର୍ଭାଗ୍ୟଜନକ। ଏହା ବଜେଟ୍ର ମାତ୍ର ୧୦ ପ୍ରତିଶତ। ଏହା ଗତ ବଜେଟ୍ଠାରୁ ୨୧ ପ୍ରତିଶତ ଅଧିକ ବୋଲି ସରକାର […]









