ଢାବା ମାଲିକ, ସହଯୋଗୀଙ୍କୁ ଗୁଳିମାଡ଼; ସହଯୋଗୀ ରାମ ପୂର୍ତ୍ତିଙ୍କ ମୃତ୍ୟୁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ସରକାରୀ ଧର୍ମକଣ୍ଟା ନିକଟସ୍ଥ ଢାବାରେ ରବିବାର ରାତି ପ୍ରାୟ ୯ଟାରେ ଗୁଳିକାଣ୍ଡ ହୋଇଛି। ଏଥିରେ ଢାବା ମାଲିକ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ହସ୍ତଗତ ସୂଚନା ଅନୁସାରେ, ପାଞ୍ଚଜଣ ଅସାମାଜିକ ଯୁବକ ଢାବା […]









