ସମୟଠାରୁ ଢେର୍ ଆଗରେ ଥିଲେ ବିଜୁବାବୁ: ମୁଖ୍ୟମନ୍ତ୍ରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ସମୟଠାରୁ ଢେର୍ ଆଗରେ ଥିଲେ ବିଜୁ ବାବୁ। ସେତେବେଳେ ଓଡ଼ିଶାକୁ ନେଇ ତାଙ୍କ ଭିତରେ ଥିବା ଦୂରଦୃଷ୍ଟିର ସଫଳ ପ୍ରତିଫଳନ ଆଜି ସର୍ବଜନବିଦିତ। କଳିଙ୍ଗନଗର ହେଉ ବା ୩୦ଟି ନୂଆ ଜିଲ୍ଲା ଅଥବା ମହିଳା ସଶକ୍ତୀକରଣ, ପଞ୍ଚାୟତ ବ୍ୟବସ୍ଥାକୁ […]









