ଇନଷ୍ଟାରେ ରହିଛି ରଣବୀରଙ୍କ ସିକ୍ରେଟ୍ ଆକାଉଣ୍ଟ, ଖୁଲାସା କଲେ ଅଭିନେତା
ମୁମ୍ବାଇ ୩୦।୯: ରଣବୀର କପୁରଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ରଣବୀର କପୁରଙ୍କ ଇନଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ବିବାହ ପରେ କୁଆଡେ ରଣବୀର ଇନଷ୍ଟାଗ୍ରାମ୍ରେ ଆକାଉଣ୍ଟ ଖୋଲିବେ। ହେଲେ ଏବେ କରଣ ଜୋହର ଖୁଲାସା କରି କହିଛନ୍ତି କି ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ଆକାଉଣ୍ଟ ଦେଖନ୍ତି। କିନ୍ତୁ ନିଜର କିଛି ପୋଷ୍ଟ କରନ୍ତି ନାହିଁ । ଏବେ […]