ଅପରାଧ ରାଜ୍ୟ

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

ଭଦ୍ରକ ୦୩।୦୭: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍‌ପିଟ୍‌ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବାର ସମ୍ଭାବନ ମଧ୍ୟ ରହିଛି । ଖବର ଅନୁଯାୟୀ, ସୀମା ବିବାଦ , ଟ୍ରେନ୍‌ରେ ବ୍ୟାଗିଙ୍ଗ ଓ ଟୋଲ୍‌ ଗେଟ୍‌ରେ ଟଙ୍କା ସଂଗ୍ରହକୁ ନେଇ […]

ଅପରାଧ ରାଜ୍ୟ

ଗାଁ ମୁଣ୍ଡ ଚାଷ ଜମିରେ ପଡିଛି ମୃତଦେହ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା !

ଆନନ୍ଦପୁର ୦୩।୦୭ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ। ଗାଁ ମୁଣ୍ଡ ଚାଷ ଜମିରେ ମୃତଦେହ ପଡି ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ଗୋପାଳପୁର ଗାଁ ନିକଟରେ ଗୋଟିଏ ମୃତଦେହ ପଡି ରହିଥିଲା। ଘଟଣା ପ୍ରଘଟ ପରେ ମୃତଦେହ ଟି ଖାଳିଆମେଣ୍ଟା ହରିଜନ ସାହିର ହୃଷିକେଶ ମଲ୍ଲିକ ବୋଲି ପରିଚୟ ମିଳିଛି। ତେବେ ହୃଷିକେଶଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଗତକାଲି ସକାଳୁ ଘରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୫୩୮କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଟୁଙ୍ଗୁରୁ ପାଇଁ ଅଟୋ ଡ୍ରାଇଭର ବଦନାମ୍‌, ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ

ଭୁବନେଶ୍ବର ୦୩।୦୭ : ଏବେ ଚାରିଆଡେ ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମକାହାଣୀ । ଗାଁଠୁ ସହର ଯାଏଁ ସବୁଆଡେ ଚର୍ଚ୍ଚା । ଉଭୟଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ । ଏହା ସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ […]

ଅପରାଧ ରାଜ୍ୟ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର ୦୩।୦୭ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ସେହିପରି କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା

ଭୁବନେଶ୍ୱର ୦୩।୦୭: ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ । ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ

ଆଠଗଡ ୨।୭: ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ । ଏମିତି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ଅନନ୍ତନାରାୟଣ ଉଚ୍ଚ ବିଦ୍ୟାଳୟରେ । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିଲେ । ପାଣି ଗଳିବା ଯୋଗୁଁ ସ୍କୁଲର କମ୍ପ୍ୟୁଟର ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସରୁମ୍ ୪୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସୂଚନା ମିଳିଛି । ତେବେ ସାମାନ୍ୟ ବର୍ଷାରେ ସ୍କୁଲ […]

ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଦୁଇ ଚୋର, ୪ଟି ପାଣି ମଟର ଜବତ

ବାଲିପାଟଣା ୨।୭: ବାଲିପାଟଣା ପୋଲିସ କବ୍ଜାରେ ଦୁଇ ମଟର ଚୋର । ଗିରଫ ଦୁଇ ଚୋର ହେଉଛନ୍ତି ଖଜୁରିଆପଡ଼ା ଗ୍ରାମର ଦିପୁନା ଭୋଇ ଏବଂ ଭଗବତପଡା ଗ୍ରାମର ବୃନ୍ଦାବନ ଭୋଇ । ପୋଲିସ ୨ ଚୋର ନିକଟରୁ ୪ଟି ପାଣି ମଟର ଜବତ କରିଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଖଜୁରିଆପଡ଼ା ଗ୍ରାମ ଏବଂ ଏହାର ଆଖପାଖ ଗ୍ରାମରୁ ବାରମ୍ବାର ମଟର ଚୋରି ହେଉଥିଲା । ପୋଲିସରେ ଅଭିଯୋଗ ପରେ ଏହି ୨ ଜଣିଆ ମଟର […]

ଖେଳ ଦେଶ ବିଦେଶ

ଆଣ୍ଡରସନଙ୍କ ବଲରେ ଦମଦାର୍ ସଟ୍ ଖେଳିଲେ ପନ୍ତ, ହସିଲେ ଇଂଲଣ୍ଡ ବୋଲର…

ନୂଆଦିଲ୍ଲୀ ୦୨/୦୭: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏଜବେଷ୍ଟନ୍ ଟେଷ୍ଟରେ ଭାରତ ପ୍ରଥମେ ବହୁତ ଖରାପ ଆରମ୍ଭ କରିଥିଲା । ୧୦୦ ରନରେ ହିଁ ଦଳର ୫ ଓ୍ୱିକେଟ୍ ପତନ ଘଟିଥିଲା । ଚେତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ଭଳି ବଡବଡ ପ୍ଲେୟାର ଫେଲ୍ ହୋଇଥିଲେ । ଯେତେବେଳେ ଦଳ ବ୍ୟାକଫୁଟରେ ଥିଲା ସେତେବେଳେ ଓ୍ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦମଦାର୍ ବ୍ୟାଟିଂ କରିଥିଲେ । ପନ୍ତ ନିଜ ଷ୍ଟାଇଲକେ ଖେଳିଥିଲେ । ସେ ଇଂଲଣ୍ଡ ବୋଲର ଜେମ୍ସ […]

ଅପରାଧ ରାଜ୍ୟ

ଇଣ୍ଡିଗୋରେ ଚାଲାଣ ହେଉଥିଲା ଗଞ୍ଜେଇ: ୫୧କେଜି ସବୁଜ ଜହର ଜବତ, ଜଣେ ଗିରଫ

ଫୁଲବାଣୀ ୦୨/୦୭: କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞଜେଇ ଜବତ କରୁଛି ପୋଲସି । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ସଦର ପୋଲିସ ଗୌଡପଡାଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି । ଏଥିରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି […]