୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ଲମତାପୁଟ ୨୮।୦୭: ପୁଣି ଧରାପଡିଲା ଗଞ୍ଜେଇ କାରବାର । କୋରାପୁଟ ଜିଲ୍ଲା ଲମତାପୁଟ ସୂର୍ମି ଗାଁ ଛକ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଖବର ଅନୁଯାୟୀ, ଗୋଟିଏ କାର୍ରେ ୫ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ସବୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା […]