ଚୋରା ଚାଲାଣ ବେଳେ ଗୋରୁଗାଡି ଦୁର୍ଘଟଣାଗ୍ରସ୍ତ, ୧୦ ଗାଈ ମୃତ
ଯାଜପୁର ୦୭/୦୮: ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍ । ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି । ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ଟ୍ରକରେ ଗୋରୁ ଚୋରା ଗୋଚାଲାଣ ହେଉଥିଲା । ତେବେ ୧୬ନଂ ଜାତୀୟ ରାଜପଥ ନିକଟ ବ୍ରଜନଗର୍ ଠାରେ ଏହା ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡ଼ିରେ ଚୋରା […]