ମଧୁବାଲାଙ୍କ ବାୟୋପିକ୍ରେ କାମ କରିବାକୁ ଚାହାନ୍ତି ମୃଣାଳ, କହିଲେ ନିଜ ମନର କଥା
ମୁମ୍ଵାଇ ୨୨।୦୮: ‘ସୁପର ୩୦’, ‘ତୁଫାନ୍’, ‘ଜର୍ସି ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ତାଙ୍କୁ ଦୁଲକର ସଲମାନ୍ଙ୍କ ସହ ତେଲଗୁ ଫିଲ୍ମ ‘ସୀତା ରାମମ୍’ରେ ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ମାଧ୍ୟମରେ ସେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିଥିବାବେଳେ ତା’ର ଅପାର ସଫଳତା ଯୋଗୁ ମୃଣାଳ ଏବେ ଚର୍ଚ୍ଚାର ଶିଖରରେ। ବିଶେଷକରି ସେଥିରେ ମୃଣାଳଙ୍କ ଲୁକ୍କୁ ତାଙ୍କର ଅନେକ ପ୍ରଶଂସକ […]