କପିଲଙ୍କ ସହ ବିବାଦ ନା ଫି କମ୍, କାହିଁକି କପିଲ ଶର୍ମା ଶୋ ଛାଡିଲେ ଏହି ଅଭିନେତା
ମୁମ୍ୱାଇ ୨୩/୦୮: ଦି କପିଲ ଶର୍ମା ଶୋ’ ଛାଡିଲେ ଅଭିନେତା କୃଷ୍ଣା ଅଭିଷେକ । ତେବେ ଶୋ ଛାଡିବା ପଛରେ ରହିଛି ଅନେକ କାରଣ । ଶୁଣିବାକୁ ମିଳିଛି ଖବର ଅଛି ଯେ କପିଲ ଶର୍ମା ସୋ ସେପ୍ଟେମ୍ବରରୁ ଟିଭି ପରଦାରେ ପୁଣିଥରେ କମ୍ବ୍ୟାକ୍ କରିବାକୁ ଯାଉଛି । ପ୍ରଶଂସକମାନେ ପୁଣିଥରେ ହସର ଦୁଇଗୁଣ ମଜା ପାଇବେ । କିନ୍ତୁ ଯେତେବେଳେ ସୋ ବନ୍ଦ ହୋଇଥିଲା ସେତେବେଳେ ଦର୍ଶକଙ୍କ ମଧ୍ୟରେ କିଛି ନିରାଶା ଦେଖାଦେଇଥିଲା । ସୋକୁ […]