ଶ୍ରୀମନ୍ଦିର ମରାମତିକୁ ଅଭାବ ପଡ଼ିବ ପଥର, ଖାଲି ହେବାରେ ଲାଗିଛି ନରଣଗଡ଼ ପଥରଖଣି
ପୁରୀ : ଶ୍ରୀମନ୍ଦିର କାରୁକାର୍ଯ୍ୟ ଓ ଗଠନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘସ୍ଥାୟୀ ଓ ଉତ୍ତମ ମାନର ଖାଣ୍ଡେଲାଇଟ୍ ପଥର ପାଇଁ ପ୍ରାୟ ହଜାରେ ବର୍ଷ ହେଲାଣି ଶ୍ରୀମନ୍ଦିର ଅକ୍ଷତ ଅବସ୍ଥାରେ ରହିଛି। କାଁ ଭାଁ କାରୁକାର୍ଯ୍ୟକୁ ଛାଡ଼ିଦେଲେ ବାକି ସେହିଭଳି ଅକ୍ଷତ ରହିଛି। ତଥାପି ଶ୍ରୀମନ୍ଦିରର ଭବିଷ୍ୟତ ଆବଶ୍ୟକତା ତଥା ମରାମତି ପାଇଁ ଅତୀତରେ ଗଜପତି ମହାରାଜ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଥରଖଣିକୁ ମହାପ୍ରଭୁଙ୍କ ନାମରେ ନାମିତ କରିଥିଲେ। ଯେହେତୁ ନରଣଗଡ଼ର ଖାଣ୍ଡେଲାଇଟ୍ (ବଉଳମାଳିଆ) ପଥର […]