ଶରୀରରେ ଦେଖାଦିଏ ଏମିତି ରୋଗ, ଆଖିରୁ ବାହାରେ ରକ୍ତର ଲୁହ
ନୂଆଦିଲ୍ଲୀ ୧୩/୦୯: ଅନେକ କାଳ୍ପନିକ ଫିଲ୍ମରେ ଆପଣ ଆଖିରୁ ରକ୍ତ ଝରୁଥିବା ଦେଖିଥିବେ । ଅଧିକାଂଶ ଭାମ୍ପାୟର୍ ଓ ସୁପର୍ନ୍ୟାଚୁରାଲ୍ କାହାଣୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ବାସ୍ତବ ଜୀବନରେ ମଧ୍ୟ ଲୋକେ ରକ୍ତ କାନ୍ଦିଥାନ୍ତି । ଏହା ଏକ ବିରଳ ସ୍ଥିତି । ଏହାକୁ ହେମୋଲାକ୍ରିଆ କୁହାଯାଏ । ହେମୋଲାକ୍ରିଆ ଏଭଳି ଏକ ସ୍ଥିତି, ଯେଉଁଥିରେ ମଣିଷ ଆଖିରେ ସୃଷ୍ଟି ହେଉଥିବା ଲୁହ ସହିତ ରକ୍ତ ମିଶିଯାଏ । […]