କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍
ଧର୍ମଗଡ଼ ୨୩।୦୯: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ l ଗତ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ ଟିମ ଗାଁ ଗାଁରେ ଯାଇ ସ୍ଥିତି ଅନୁଧ୍ୟାନ କରି ମେଡ଼ିସିନ ଦେଉଛନ୍ତି । ହେଲେ ବର୍ତମାନ ପୁଣି ଆଉ ଏକ ବ୍ଲକରେ ଡାଇରିଆ ଆତଙ୍କ ଖେଳାଇଛି l ଖବର ଅନୁଯାୟୀ, କଳମପୁର ବ୍ଲକ ଭାଲୁବୁଡ୍ରା ଗାଁ ର ୧୧ଜଣ ଗତ ତିନି ଦିନ ପୂର୍ବରୁ ଝାଡା […]