ଶକ୍ତିଶାଳୀ ସୌରଶିଖା ଦ୍ବାରା ପ୍ରଭାବିତ ପୃଥିବୀ, ବେତାର ଯୋଗାଯୋଗ ପ୍ରଭାବିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ସୌରମଣ୍ଡଳରେ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁ ମାର୍ଚ୍ଚ ୨୯ରୁ ସୌରଶିଖା ଉଠି ପୃଥିବୀର ବାୟୁମଣ୍ଡଳର ଉପରିଭାଗକୁ ଆୟନୀକୃତ (ଯୁକ୍ତ ଓ ବିଯୁକ୍ତ କଣିକାଯୁକ୍ତ) କରିଦେଇଛି। ଫଳରେ ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ରେଡିଓ ଓ ଟିଭି ପ୍ରସାରଣ ବ୍ୟାହତ ହୋଇଛି। […]









