କିଏ ଲଗାଇଲା ଦୋକାନରେ ନିଆଁ ? ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
ନୀଳଗିରି ୦୫।୧୧ : ଦୋକାନ ଗୃହରେ ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଯୋଧ୍ୟା ଅଞ୍ଚଳରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ଏହି ଅଞ୍ଚଳରେ ଥିବା ସନ୍ତୋଷ ଦାସଙ୍କ ଭେରାଇଟି ଷ୍ଟୋରରେ ଶୁକ୍ରବାର ମଧ୍ୟ ରାତ୍ରରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ସଉଦା ଓ ଭେରାଇଟି ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଲକ୍ଷାଧିକ […]

