କରୋନା ମହାମାରୀ କମାଇଲା ଜୀବନର ଦୁଇ ବର୍ଷ, UNFPAର ରିପୋର୍ଟ
ନୂଆଦିଲ୍ଳୀ, ୧୯/୧୧: କରୋନା ମହାମାରୀର ପ୍ରଭାବରୁ ଧୀରେ-ଧୀରେ ହ୍ରାସ ପାଉଛି। କିନ୍ତୁ ଏହାର କିଛି ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ (ୟୁଏନଏଫପିଏ) ଏକ ରିପୋର୍ଟରେ କହିଛି ଯେ କରୋନା ମହାମାରୀ କାରଣରୁ ୨୦୨୦-୨୧ ରେ ଦୁନିଆରେ ଲୋକଙ୍କ ବୟସ ୧.୭ ବର୍ଷ କମ୍ ହୋଇଛି। ଗରିବ ଏବଂ ବିକାଶଶୀଳ ଦେଶରେ ଏହା ଅଧିକ ରହିଛି। ନିକଟରେ ଜାରି ହୋଇଥିବା ରିପୋର୍ଟ କୁହାଯାଇଛି ଯେ ଜାନୁଆରୀ ୨୦୨୦ ରୁ […]









