କଟକରେ ଜୁଆ ଆଡ୍ଡାରେ ରେଡ୍ : ୩୦ ଗିରଫ, ଲକ୍ଷାଧିକ ଟଙ୍କା ଜବତ
କଟକ ୨୧।୧୧ : ଜୁଆ ଆଡ୍ଡାରେ ଅତର୍କିତ ଚଢାଉ । ଘଟଣାରେ ୩୦ଜଣଙ୍କୁ ବାନ୍ଧିଛି ପୋଲିସ ।କଟକ ଜିଲ୍ଲା ଆଇବି ରୋଡରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଜଗତପୁର ଥାନା ପୋଲିସ । ଖବର ଅନୁଯାୟୀ, ଦୀର୍ଘ ଦିନ ଧରେ ଆଇବି ରୋଡ୍ରେ ଜୁଆ ଆଡ୍ଡା ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଜଗତପୁର ଥାନା ପୋଲିସ । ଏହିକ୍ରମରେ ସୋମବାର ଦିନ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲା ପୋଲିସ । […]









