ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାଷା ପାଇଁ ଆନ୍ଧ୍ର-ଓଡ଼ିଶା ଚୁକ୍ତି

ବ୍ରହ୍ମପୁର/ଗୋପାଳପୁର: ତେଲୁଗୁ ଭାଷାର ପ୍ରଚାରପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେବ ତେଲୁଗୁ ଚେୟାର। ଏଥିରେ ଜଣେ ପ୍ରାଧ୍ୟାପକଙ୍କ ସମେତ ଜଣେ ରିସର୍ଚ୍ଚ ଅଫିସର ଏବଂ ଜଣେ ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତ ହେବେ। ଏଠାରେ ତେଲୁଗୁ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ହେବ। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ସ୍ଥିତ ଡା. ବି.ଆର୍‌.ଆମ୍ବେଦକର୍‌ ବିଶ୍ବବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ବାରା ଏକ ଓଡ଼ିଆ ଚେୟାର୍‌ ସ୍ଥାପନ ହେବ। ସେଠାରେ ଓଡ଼ିଆ ଭାଷା, […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ : ଥରିଲା ଘର କବାଟ, ବାହାରକୁ ଆସିଗଲେ ଲୋକେ

ଯାଜପୁର ୨୩।୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ । ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଧ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହା ୧୦ ମିନିଟ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ଆରମ୍ଭ: ବୈଷୟିକ କମିଟି ସହ ନାଟମଣ୍ଡପ ଫାଟ ଅନୁଧ୍ୟାନ କଲେ ଗଜପତି

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଓ ଅନ୍ୟାନ୍ୟ ମରାମତି କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟିର ପରାମର୍ଶକ୍ରମେ ଏହି ମରାମତି କରାଯାଉଛି। ଫେବ୍ରୁଆରି ସୁଦ୍ଧା ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ଫାଟ ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଛନ୍ତି। ପରେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସହ ମରାମତି […]

ଅପରାଧ ରାଜ୍ୟ

ଅପରେସନ ଗ୍ରୀନ୍ କ୍ଲିନ୍, ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଲମତାପୁଟ ୨୩।୧୧ : ଅପରେସନ ଗ୍ରୀନ୍ କ୍ଲିନ୍। ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ। କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି । ଅପରେସନ ଗ୍ରୀନ କ୍ଳିନରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରିଛି ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ। ମାଓ ପ୍ରଭାବିତ ଅଞ୍ଚଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅମର୍ଦ୍ଦା ବିମାନବନ୍ଦର ପାଇଁ ବାଟ ଫିଟିଲା

ବାରିପଦା: ମୟୂରଭଞ୍ଜବାସୀଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରାସଗୋବିନ୍ଦପୁର ବ୍ଲକ୍‌ର ଐତିହାସିକ ଅମର୍ଦ୍ଦା ବିମାନଘାଟିର ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ଏଠାରେ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ୧୬୦.୩୫ ଏକର ଜମିକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ପ୍ରତିରକ୍ଷା ବିଭାଗକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପୈଠ କରିବେ ରାଜ୍ୟ ସରକାର। ଏଥିସହ ଉକ୍ତ ଜମିର ଉପଯୋଗ ପାଇଁ ‘ସ୍ୱତନ୍ତ୍ର ବୋର୍ଡ […]

ରାଜ୍ୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ, ଦୀର୍ଘ ଦିନ ଥିଲେ ଅସୁସ୍ଥ

ବାରିପଦା ୨୩।୧୧ : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଉଦଳା ବିଧାୟକ ଶ୍ରୀ ଗୋଲକ ବିହାରୀ ନାୟକ । ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଗୋଲକ ନାୟକ । ବୁଧବାର ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଖବର ଅନୁଯାୟୀ, ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର […]

ରାଜ୍ୟ

ବୁଲାଣିରେ ବାଇକ୍‌କୁ ପିଟିଲା ବସ୍‌ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସୋନପୁର ୨୩।୧୧ : ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା ବସ୍‌ । ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ଓ ସ୍ୱାମୀ ଗିରିଧାରୀ ବାଘ୍‌ଙ୍କ ସହ ଗତକେଲା ଶିବମନ୍ଦିରକୁ ଦର୍ଶନ କରିବାକୁ ବାଇକ୍‌ରେ ଯାଉଥିଲେ […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ବିଶ୍ବକପ୍ ହକି ଉଦ୍‌ଘାଟନ ସମାରୋହ, ପ୍ରତିନିଧି ଦଳର ସ୍ଥିତି ସମୀକ୍ଷା

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳିତବର୍ଷ କଟକ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର। ୨୦୨୩ ବିଶ୍ବ କପ୍ ହକିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ହେବାକୁ ଯାଉଛି। ଜାନୁଆରି ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ଜନ୍ମସ୍ଥାନ କଟକ ସହରକୁ ବାଛିବା କଟକ ସହରବାସୀଙ୍କ ପାଇଁ ଉତ୍ସାହର କାରଣ ହୋଇଛି। […]

ରାଜ୍ୟ

ହାତୀପଲଙ୍କ ଉପଦ୍ରବ, ଦଳି ଚକଟି ନଷ୍ଟ କଲେ ପାଚିଲା ଧାନ ; ଚିନ୍ତାରେ ଚାଷୀ

କେନ୍ଦୁଝର ୨୩।୧୧: ନାକେଦମ୍ କଲେଣି ହାତୀପଲ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଚିନ୍ତାରେ ଚାଷୀ। ହାତୀପଲ ଦଳିଚକଟି ନଷ୍ଟ କରିଦେଲେ ଏକର ଏକର ପାଚିଲା ଧାନ ଫସଲ। ଏବେ ଚଷା ପୁଅର କ୍ଷେତରେ ଧାନ ପାଚିଗଲାଣି। ସେଥିପାଇଁ ହାତୀପଲଙ୍କ ନଜର ଏବେ ଧାନ କ୍ଷେତ ଉପରେ ପଡିଛି। ସେଥିପାଇଁ ରାତି ଅନିଦ୍ରା ହୋଇ ଧାନକ୍ଷେତକୁ ଜଗିରହିଛି ଚାଷୀ। ତଥାପି ହାତୀପଲଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାଘର ଭୋଜିରେ ଯୁବବିଜ୍ଞାନୀ ଶେଷ କିସାନଙ୍କ ଘୋଷଣା: ଖୋଲିବେ ଫାର୍ମା କମ୍ପାନି, ଶସ୍ତାରେ ଯୋଗାଇବେ ଔଷଧ

ରେଢ଼ାଖୋଲ: ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ଓଡ଼ିଶାରେ ଡ.ଶେଷ କିଷାନ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିବେ ଓ ତା’ର ଲାଭାଂଶ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିଷାନ ଏହି ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ। ୪ ମାସ ମଧ୍ୟରେ […]