ଶିଳ୍ପ ସହ ସାମାଜିକ ଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ, ବେଦାନ୍ତ ଆଲୁମିନିୟମ ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ସହାୟତା
ବ୍ୟୁରୋ : ଭାରତର ସର୍ବ ବୃହତ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଶିକ୍ଷାର ବ୍ୟବଧାନକୁ ଦୂର କରିବା ତଥା ଗୁଣାତ୍ମକ ଶିକ୍ଷାର ଅବିରତ ସୁଯୋଗ ଦେଇ ଓଡ଼ିଶାର ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ସୁଯୋଗ ପାଇବାକୁ ଉତ୍ସାହିତ କରୁଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସ୍ଥାୟୀ ଶିକ୍ଷାର ମହତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନି ଏକ ସପ୍ତାହ ଧରି ଅଭିଯାନ ଚଳାଇଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ […]









