ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶରେ ଘନକୁହୁଡ଼ି ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ପ୍ରବଳ ଶୀତ ଲହରି ଜାରି ରହିଥିବା ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ଘନ କୁହୁଡ଼ି ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୂରନ୍ତୋ, ହିମଗିରି, ଶ୍ରମଜୀବୀ ସମେତ ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ରାସ୍ତାରେ ଡ୍ରାଇଭ୍‌ କରୁଥିବ‌ା ଲୋକମାନେ ବି ଘନ କୁହୁଡ଼ି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୁହୁଡ଼ି ପାଇଁ ଉତ୍ତରପ୍ର‌ଦେଶ ଏବଂ ବିହାର ଦେଇ ଯାତ୍ରା କରୁଥିବା ଅନେକ ଟ୍ରେନ୍‌ ବିଳମ୍ବ ଅଛି। କିଛି ଟ୍ରେନ୍‌ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଇସିକୁ ମିଳିବେ ନୂଆ ମୁଖ୍ୟ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ନେତୃତ୍ବରେ ୨୦୨୩ରେ ପରିବର୍ତ୍ତନ ହେବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ବଦଳିବେ। ବର୍ଷର ପ୍ରଥମ ତିନି ମାସରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ମଧ୍ୟ ବଦଳିବେ। ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ପଦରୁ ଦୀନେଶ ଖାରା ୨୦୨୩ ଅକ୍ଟୋବର ୬ରେ ଅବସର ନେବେ। ସେହିପରି ଏଲ୍‌ଆଇସି ଅଧ୍ୟକ୍ଷ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବୁଲେଟ ପ୍ରୁଫ୍‌ କାର୍‌ରେ ଭାରତ ଯୋଡ଼ୋ ଯାତ୍ରା ସମ୍ଭବ ନୁହେଁ : ରାହୁଲ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବାପରେ ସିଆରପିଏଫ୍‌ ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ରାହୁଲ ନିଜେ ୧୦୦ରୁ ଅଧିକ ଥର ସୁରକ୍ଷା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଛନ୍ତି ବୋଲି ସିଆରପିଏଫ୍‌ ଅଭିଯୋଗ କରିଛି। ଏହାର ଜବାବ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ଭାରତ ଯୋଡ଼ୋ ଯାତ୍ରା କରିବାପାଇଁ ସରକାର ଚାହାନ୍ତି। କିନ୍ତୁ ଏହା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଓ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷକୁ ସ୍ବାଗତ

ନୂଆଦିଲ୍ଲୀ: ବିଶ୍ବର ୮୦୦ କୋଟି ଲୋକ କରୋନା ମହାମାରୀ ଏବଂ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷ-୨୦୨୩କୁ ସ୍ବାଗତ କରିଛନ୍ତି। ନୂଆ ବର୍ଷ ପାଇଁ ଅନେକ ନୂଆ ଆଶା ରହିଛି। ୟୁରୋପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ସବୁଠାରୁ ବଡ଼ ଆଶା ବିଶ୍ବ ପାଇଁ ଆଶ୍ବସ୍ତି ଆଣିପାରେ। କିନ୍ତୁ ଉଭୟ ୟୁକ୍ରେନ ଏବଂ ରୁଷ୍‌ ଶାନ୍ତି କଥାବାର୍ତ୍ତା ପାଇଁ ଆଗଭର ନଥିବାରୁ ଆଗକୁ କ’ଣ ହେବ ତା’ ଉପରେ ସାରା ବିଶ୍ବର ନଜର ରହିଛି। ବର୍ଷ ଶେଷରେ ଚୀନ୍‌ ସମେତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ ଦେଶ ପାଖରେ ବିଶ୍ବ ଜିଡିପିର ଅଧାରୁ ଅଧିକ

ୱାସିଂଟନ : ୨୦୨୨ ମସିହା ବିଶ୍ବ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଥିଲା। ଏହି ବର୍ଷ ବିଶ୍ବର ଜନସଂଖ୍ୟା ୮୦୦ କୋଟି ଟପିଛି। ଏଥିସହିତ ବିଶ୍ବ ଅର୍ଥନୀତିର ଆକାର ୧୦୦ ଲକ୍ଷ କୋଟି ଡଲାର ଅତିକ୍ରମ କରି ୧୦୧.୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ‌ବିଶ୍ବର ଦ୍ବିତୀୟ ବୃହତ୍ ଜନବହୁଳ ଦେଶ ଭାରତ ଚଳିତବର୍ଷ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ବ୍ରିଟେନକୁ ଅତିକ୍ରମ କରି ଭାରତ ଏହି ସ୍ଥାନ ହାସଲ କରିଛି। ତେବେ ବିଶ୍ବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଫୁଲ ନୁହେଁ, ଚାରା ଉପହାର ଦିଅ

ଭୁବନେଶ୍ବର : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ନୂଆବର୍ଷରେ ଫୁଲ ନୁ‌ହେଁ, ଗଛ ଚାରା ଉପହାର ପ୍ରଦାନ କରିବା ଓ ୨୦୨୩ ମସିହାକୁ ସବୁଜ ବର୍ଷ ଭାବେ ପାଳନ କରିବା ପାଇଁ ନିବେଦନ କରାଯାଇଛି। ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏକ ଗଛଚାରା ଓ ଖୋର୍ଦ୍ଧାବୀର ପଗଡ଼ି ପିନ୍ଧାଇ ଅଭିନନ୍ଦନ ଜଣାଇଛନ୍ତି ‘ପ୍ରେରଣା’ ଆନ୍ତର୍ଜାତିକ ସେବାବାହିନୀର ମୁଖ୍ୟ ତଥା ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ। ଡ. ଶ୍ରୀଚନ୍ଦନଙ୍କ ସମେତ ଜାନକୀବଲ୍ଲଭ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୩‌ରେ ସୁପ୍ରିମକୋର୍ଟ ପାଇଁ ନୂଆ ସଙ୍କଟ: ଅବସର ନେବେ ୯ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହଜାର ହଜାର ବକେୟା ମାମଲା ପଡ଼ି ରହିଥିବା ବେଳେ ୨୦୨୩ରେ ସୁପ୍ରିମକୋର୍ଟ ଆଉ ଏକ ସଙ୍କଟ ସାମ୍ନା କରିବ। ୨୦୨୩‌ରେ ସୁପ୍ରିମକୋର୍ଟରୁ ୯ ଜଣ ବିଚାରପତିଙ୍କ ଅବସର ସହ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ସଂଖ୍ୟା ଆଗକୁ ଆହୁରି ବଢ଼ିଯିବ। ଜାନୁଆରି ୪ରେ ଜଷ୍ଟିସ ଅବଦୁଲ ନଜିର ଅବସର ନେବେ। ମେ’ରେ ଜଷ୍ଟିସ ଏମ୍‌ଆର ଶାହ ଅବସର ନେବେ। ଜଷ୍ଟିସ କେଏମ ଯୋସେଫ, ଅଜୟ ରସ୍ତୋଗି ଏବଂ ଭି ରାମସୁବ୍ରମନ୍ୟମ ଜୁନ୍‌ରେ ଅବସର ନେବେ। […]

ରାଜନୀତି ରାଜ୍ୟ

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ପ୍ରସ୍ତୁତି: ବହୁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ବିଜେଡି ପକ୍ଷରୁ ଆଜି ସାଂଗଠନିକ ସମ୍ପ୍ରସାରଣ କରାଯାଇଛି। ଅସନ୍ତୁଷ୍ଟ ନେତା, କର୍ପୋରେଟର ଠାରୁ ଆରମ୍ଭ କରି ବିଧାୟକ ଟିକେଟ୍ ପାଇନଥିବା ଆଶାୟୀଙ୍କୁ କିଛି ପଦପଦବି ଦିଆଯାଇଛି। ନୂଆ ବର୍ଷରେ ନେତାଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ଦଳ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି। ଏଥିରେ ଦଳର ଗଣମାଧ୍ୟମ ଟିମ୍‌ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ସେଲ୍‌, ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ ବିରୋଧରେ ୧୦ ରାଷ୍ଟ୍ରର ଯାତ୍ରା କଟକଣା: ଅଧିକ ତଥ୍ୟ ଦେବାପାଇଁ ‘ହୁ’ର ଅନୁରୋଧ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଚୀନ୍‌ରେ ଲଗାତାର ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଚୀନ୍‌ ସାରା ବିଶ୍ବକୁ ଏନେଇ ଅନ୍ଧାରରେ ରଖିଛି। ବିଶ୍ବକୁ ଚୀନ୍‌ କରୋନା ତଥ୍ୟ ଦେଉନାହିଁ। ଏଥିପାଇଁ ଚୀନ୍‌ ବିରୋଧରେ ବିଭିନ୍ନ ରାଷ୍ଟ୍ରରେ କଟକଣା ବଢ଼ିଛି। ଭାରତ, ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ସମେତ ମୋଟ୍‌ ୧୦ଟି ରାଷ୍ଟ୍ରରେ ଚୀନ୍‌ ପାଇଁ କଟକଣା ଲାଗୁ ‌ହୋଇଛି। ଭାରତ, ବ୍ରିଟେନ ଫ୍ରାନ୍ସ, ଆମେରିକା, ଇଟାଲି, ଜାପାନ , ତାଇୱାନ ଚୀନ୍‌ ଯାତ୍ରୀଙ୍କ […]

ଅପରାଧ ରାଜ୍ୟ

ପୁଲିସ ମାମଲାରେ ଦୋଷୀ ସାବ୍ୟସ୍ତ ସ୍ଥିତି ଉଦ୍‌ବେଗଜନକ: ୧୦୦ ଅଭିଯୁକ୍ତରେ ମାତ୍ର ୬ ଦୋଷୀ

କଟକ, (ଚିରଂଜୀବୀ କର): ସମ୍ବେଦନଶୀଳ ଅପରାଧୀକ ମାମଲାରେ ସରକାରୀ ସାକ୍ଷୀ ଭାବେ ତଳିଆ ପୁଲିସ କର୍ମଚାରୀମାନେ କୋର୍ଟରେ ବୟାନ ବଦଳାଉଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀ ତାଲିକାରେ ଦସ୍ତଖତ କରିଥିବା ସତ୍ତ୍ବେ କୋର୍ଟରେ ଏହାକୁ ଏଡ଼ାଇ ଦେଉଛନ୍ତି। ତଦନ୍ତକାରୀ ଅଧିକାରୀ ଜବତ ତାଲିକାରେ ଯେଉଁ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, ସେ ସଂପର୍କରେ ସାକ୍ଷୀଙ୍କୁ ଉପଯୁକ୍ତ ଭାବେ ଅବଗତ କରାଯାଉନାହିଁ। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଦୋଷୀ ସାବ୍ୟସ୍ତ ହାର ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି। […]