ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ
କୋଣାର୍କ : ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହିତ ଜଡ଼ିତ ପବିତ୍ର ଶାମ୍ବ ଦଶମୀ ଅବସରରେ ରବିବାର ଦିନ ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ବଞ୍ଚାଇ ରଖିବା ଲକ୍ଷ୍ୟ ନେଇ ଶହଶହ ବର୍ଷ ଧରି ଶାମ୍ବଦଶମୀ ତିଥି ପାଳିତ ହୋଇ ଆସୁଛି। ଶାମ୍ବଦଶମୀ ତିଥି ଅବସରରେ କୋଣାର୍କ ସୌରମହାଯଜ୍ଞ କମିଟି ପକ୍ଷରୁ ଦୁଇଦିନ ପୂର୍ବରୁ ତ୍ରିଦିବସୀୟ ସୌରମହାଯଜ୍ଞ ଆୟୋଜନ କରାଯାଇଥିଲା। ଆଜି ଶାମ୍ବ ଦଶମୀ ଅବସରରେ ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା […]









