ଅର୍ଚ୍ଚନାଙ୍କ ସତ୍ୟବିହାର ଘର ମାପଚୁପ ଆରମ୍ଭ କଲା ଇଡି
ଭୁବନେଶ୍ବର : ସେକ୍ସୋଟର୍ସନ ମାମଲାରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆଜି ଇଡିର ୪ ଜଣିଆ ଟିମ୍ ଓ ଭାଲ୍ୟୁଏସନ୍ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ୍ ଆରମ୍ଭ କରିଛନ୍ତି। କେତେ ବର୍ଗଫୁଟର ଜମି ଓ ବିଲଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି। କେବଳ ଜମି ଓ ବିଲଡିଂ କାହିଁକି ଘର ଭିତରେ ଥିବା ସମସ୍ତ […]









