ଇତିହାସ ପୃଷ୍ଠାରେ ଚମକୁଥିବା ହକି ଗାଁ ସଉନାମରା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ହାତରେ ନା ଥିଲା ଅତ୍ୟାଧୁନିକ ହକି ବାଡ଼ି, ନା ଥିଲା ଖେଳିବାକୁ ଆଷ୍ଟ୍ରୋଟର୍ଫ। ହାତତିଆରି କେନ୍ଦୁଗଛର ବଙ୍କାକାଠ, ବାଉଁଶଫାଳିଆରେ ଓ ଘର ଅଗଣା ନହେଲେ ଗାଁର ଗୋଡ଼ିବାଲି ମିଶା ଦନ୍ତୁର ପଡ଼ିଆରେ ସେମାନେ ଶିଖିଥିଲେ ହକିର କୌଶଳ। କୌଶଳ […]









