ଶୀତପାଇଁ ଦିଲ୍ଲୀରେ ହୃଦଘାତ, ମସ୍ତିଷ୍କାଘାତ ବଢ଼ୁଛି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଚଳିତବର୍ଷ ଦିଲ୍ଲୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଉତ୍ତର ଭାରତର ଅନ୍ୟ ସ୍ଥାନ ତୁଳନାରେ ଦିଲ୍ଲୀର ତାପମାତ୍ରା ପ୍ରାୟ ଅନେକ ସମୟରେ କମ୍ ରହୁଛି। ଚଳିତବର୍ଷ ଦିଲ୍ଲୀର ଶୀତ ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ। ଚଳିତବର୍ଷ ଶୀତ […]









