ହୁବ୍ଲିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ: ଫୁଲମାଳ ଧରି ପଶି ଆସିଲା ବାଳକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବ୍ଲିଠାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆଜି ୨୯ତମ ନ୍ୟାସନାଲ ୟୁଥ୍ ଫେଷ୍ଟିଭାଲ୍ର ଉଦ୍ଘାଟନ ପାଇଁ ରେଲୱେ ସ୍ପୋର୍ଟସ ଗ୍ରାଉଣ୍ଡକୁ ରୋଡ୍ ସୋ’ରେ ଯିବା ସମୟରେ ସୁରକ୍ଷାରେ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ମୋଦୀ ଏକ ଏସୟୁଭିରେ ଛିଡ଼ା ହୋଇ […]









