ପତ୍ରକୋବି ନା ପାଳଙ୍ଗ: ଦୁଇଟିରେ ଭରପୁର ମାତ୍ରାରେ ରହିଛି ଫାଇବର, କେଉଁଟି ସ୍ୱାସ୍ଥ୍ୟକର ?
ଭୁବନେଶ୍ୱର ୦୩/୦୩ : ପତ୍ରକୋବି ଓ ପାଳଙ୍ଗ ଶାଗ ଉଭୟ ପରିବାରେ ଫାଇବର, ଭିଟାମିନ ଓ ପ୍ରୋଟିନ ରହିଛି। ଦୁଇଟି ପରିବାର ଗୁଣ ସମାନ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉଭୟର ଫାଇଦା ଭିନ୍ନ ଭିନ୍ନ। ତେବେ କେଉଁଟି ସ୍ୱାସ୍ଥ୍ୟ ପକ୍ଷେ ଅଧିକ ହିତକର ଆସନ୍ତୁ ଜାଣିବା… ପାତ୍ରାକବି – ପତ୍ରକୋବି ପରିବାର ବ୍ରେସିକା ଜିନସ ସହ ସମ୍ବନ୍ଧିତ। ଏହା ଧଳା, ଲାଲ, ସବୁଜ, ବାଇଗଣୀ ଭଳି ଅନେକ ରଙ୍ଗରେ ଉପଲବ୍ଧ। ଏଥିରେ ଭିଟାମିନ ଓ ଖଣିଜ ଭରପୁର […]