ଧର୍ମ

ଭଗବାନ ଶିବଙ୍କ ୫ ରହସ୍ୟ: ମହାଦେବଙ୍କ ଭକ୍ତ ନିଶ୍ଚୟ ଜାଣିବା ଉଚିତ

ଭୁବନେଶ୍ୱର : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |ଭୁବନେଶ୍ୱର ୦୮/୦୯ : ଦେବା ଦେବା ମହାଦେବଙ୍କର […]