ଜାଣନ୍ତୁ ଆଜିର ରାଶିଫଳ
ମେଷ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ବୃଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ତ୍ରୁଟିରେ ବିରକ୍ତ ନ ହୋଇ ତାଙ୍କୁ କ୍ଷମା କରିଦିଅନ୍ତୁ। ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ମିଥୁନ: ଆପଣଙ୍କର ବୁଝିବା ଶକ୍ତି ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶିକ୍ଷାର୍ଥୀଙ୍କର […]