ସଫଦରଜଙ୍ଗ ହସ୍ପିଟାଲରେ ଲାଗିଲା ନିଆଁ : ଆୟତ୍ତ କଲା ୫ ଦମକଳ ଗାଡି
ନୂଆଦିଲ୍ଲୀ ୨୭/୦୫: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି । ଏବେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ସକାଳେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ସୂଚନାନୁସାରେ, ଶୁକ୍ରବାର ସକାଳେ ସଫଦରଜଙ୍ଗ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏହାସହ ଗୁରୁ ଅଙ୍ଗଦ ନଗର ପାଖରେ ଥିବା […]