୭୫୯ କେଜି ଗଂଜେଇ ଭର୍ତ୍ତି ୨ ଟ୍ରକ୍ ଜବତ
ଭୁବନେଶ୍ବର : ଭୁବନେଶ୍ବରରୁ ଚାଲାଣ ହେଉଥିବା ଗଂଜେଇ ହରିୟାଣା ପୁଲିସ ହାତରେ ଧରାପଡ଼ିଛି। ପ୍ରାୟ ୭୫୯କେଜି ଗଂଜେଇ ୨ଟି ଟ୍ରକ୍ରେ ଯାଉଥିବା ବେଳେ ହରିୟାଣାର ପଲଵାଲ୍ ଓ ରୋହତକ୍ ଜିଲ୍ଲାରେ ଧରାପଡ଼ିଛି। ଏହି ଘଟଣାରେ ସେଠାକାର ପୁଲିସ ୪ ଅନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପଲଵାଲ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଏକ ଟ୍ରକ୍ରେ ୨ଜଣ ନିଶାମାଫିଆ ଗଂଜେଇ ଆଣି ଆସୁଛନ୍ତି। ଟ୍ରକ୍ଟି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଆସି ପଲଵାଲ୍ […]