ଡଙ୍ଗାମରାରୁ ୨୦ ଲକ୍ଷରୁ ଅଧିକ ଚୋରି ସାମଗ୍ରୀ ଉଦ୍ଧାର ଘଟଣା, ଜେଲ୍ ଗଲେ ୪ ଅଭିଯୁକ୍ତ
କଣ୍ଟାବାଞ୍ଜି ୩୧/୦୫: କଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣାରେ ୪ଜଣଙ୍କୁ ଗିରଫ କରିଛି କଂଟାବାଞ୍ଜି ପୋଲିସ । ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର ସଦାଶିବ ବନଛୋରଙ୍କ ବାପା ଗଣେଶ ବନଛୋର, ମାଆ ତୁଲସା ବନଛୋର, ଭଉଣୀ କୁମାରି ବନଛୋର, ସ୍ତ୍ରୀ ତପସ୍ୱନି ବନଛୋର । ଗିରଫ ୪ ଜଣଙ୍କୁ କଂଟାବାଞ୍ଜି ଜେ.ଏମ.ଏଫ.ସି. କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବା ଯୋଗୁ ତାଙ୍କୁ ବିଚାର […]