ଅଷ୍ଟ୍ରେଲିଆ ଟିମ୍ର ପିଛା ଛାଡୁନି ଆହତ ସମସ୍ୟା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରୁ ଦୁଇ ଖେଳାଳି ବାଦ୍
ନୂଆଦିଲ୍ଲୀ, ୧୬/୦୬: ଅଷ୍ଟ୍ରେଲିଆ ଷ୍ଟାର୍ ବ୍ୟାଟସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଦମଦାର ପାଳିରେ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ମାତ୍ ଦେଇଛି । ଦ୍ୱିତୀୟ ଦିନିକିଆ ଗୁରୁବାର ଖେଳାଯିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ମାର୍କସ୍ ଷ୍ଟୋଇନସ ଆହତଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏହାସହ ସ୍ପିନର୍ ଆଷ୍ଟନ୍ ଏଗର ମଧ୍ୟ ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ । ସେ ପ୍ରଥମ ଦିନିକିଆରେ ୩୧ ବଲରୁ ୪୪ ରନ୍ […]