ଆମେରିକାରେ ହୃଦୟବିଦାରକ ଘଟଣା, ଟ୍ରକ୍ରୁ ମିଳିଲା ୪୬ ମୃତଦେହ…
ନୂଆଦିଲ୍ଲୀ ୨୮/୦୬: ଟ୍ରକ୍ରୁ ମିଳିଲା ୪୬ ମୃତଦେହ । ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ଅନୁମାନ । ଏପରି ଅଭାବନୀୟ ଘଟଣା ଘଟିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ । ସୋମବାର ଏକ ଟ୍ରେଲର୍(ଏକ ପ୍ରକାର ଟ୍ରକ୍) ମଧ୍ୟରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ଏନେଇ ସୂଚନା ଦେଇଛି । ସେନ୍ ଆଣ୍ଟୋନିଓର କେସାଟ୍ ଚ୍ୟାନେଲ୍ ଅନୁସାରେ, ଟ୍ରକଟି ସହରର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ରେଳ ଧାରଣା ପାଖରେ ଥିଲା । ଏହାକୁ […]