ଅସହ୍ୟ କଲାଣି କୁକୁଡା ଫାର୍ମ, ସ୍ଥାନାନ୍ତର ଦାବିରେ ଘେରାଓ ସହ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଢେଙ୍କାନାଳ ୩୦।୬: ଜନବସତି ନିକଟରେ ବଡ଼ ଧରଣର କୁକୁଡା ଫାର୍ମକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଠୁଆ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ନାଠୁଆ ଓ ଚାଉଳିଆ ପଞ୍ଚାୟତର ଲୋକମାନେ ଗୁରୁବାର ଏହି କୁକୁଡ଼ା ଫାର୍ମକୁ ଘେରାଓ କରିଛନ୍ତି । ଫାର୍ମ ସମ୍ମୁଖରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଗଣଧାରଣରେ ବସିଛନ୍ତି ପଞ୍ଚାୟତବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ନାଠୁଆ ପଞ୍ଚାୟତର ଜନବସତି […]