ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ସୋର ୧୧।୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍ରେ ଆକ୍ରମଣ । ରଡ଼ରେ ଯୁବକଙ୍କ ଆଖିକୁ ଭୁସି ଦେଲେ ଆକ୍ରମଣକାରୀ । ଆକ୍ରମଣରେ ଗୁରୁତର ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମରେ ଭରତ ବେହେରାଙ୍କୁ କିଛି ଯୁବକ ଆମ୍ବ ହୋତା କେନାଲ ନିକଟରେ ଅଟକାଇ ରଡରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଭରତଙ୍କର ଆଖିକୁ ରଡରେ ଭୁସିଦେବା ସହିତ ଶରୀରର ବିଭିନ୍ନ […]