ଧରାପଡିଗଲା ସ୍ତ୍ରୀର ୨ୟ ବାହାଘର, ସ୍ୱାମୀ ଦେଖେଇଲା ମ୍ୟାରେଜ ସାର୍ଟିଫିକେଟ, ଆଉ କହିଲା….
ଭୁବନେଶ୍ୱର ୧୫/୦୭: ସ୍ତ୍ରୀ’ ଭାଙ୍ଗିଦିଏ ସ୍ୱାମୀ ବାହାଘର ବୋଲି ଶୁଣାଯାଉଥିଲା । ହେଲେ ସ୍ୱାମୀ ଭାଙ୍ଗି ଦେଇଛି ସ୍ତ୍ରୀ’ର ବାହାଘର । ଏଭଳି ଘଟଣା ଘଟିଛି ରାଜଧାନୀରେ । ସ୍ତ୍ରୀ’ର ନିର୍ବନ୍ଧ ଭାଙ୍ଗିବା ସହ ବିବାହ କରିବାକୁ ବସିଥିବା ବରକୁ କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ସହ ଫଟୋ ଦେଖାଇ ବାହାଘର ଭାଙ୍ଗି ଦେଇଛନ୍ତି । ନ୍ୟାୟ ପାଇଁ ଏବେ ସ୍ୱାମୀ ପୁଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ […]