ହତ୍ୟା ନା ଆତ୍ମହତ୍ୟା, ଜାମୁ ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ବରଗଡ଼ ୨୦।୦୫ : ବରଗଡ଼ ଜିଲ୍ଲା ଖେଦାପାଲି ରାସ୍ତା କଡ଼ ଜାମୁ ଗଛରୁ ଝୁଲନ୍ତା ମୃତଦେହ ଠାବ । ମୃତ ବ୍ୟକ୍ତି ଜଣକ ହେଲେ ବରଗଡ କଟାପାଲି ଗାଁ ର ରାମ ପ୍ରସାଦ ବେହେରା, ବୟସ ୪୫ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାମ ପ୍ରସାଦ ଗୁରୁବାର ଠାରୁ ନିଖୋଜ ଥିବା ବେଳେ ସେନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ଝୁଲନ୍ତା ଅବସ୍ଥା ରେ ମୃତ […]