ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ ଘଟଣାରେ ୧୧ ଗିରଫ, ଗାଡି ଜବତ
କରଞ୍ଜିଆ ୨୧/୦୫: ଗୋ ସୁରକ୍ଷାକାରୀଙ୍କୁ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲ ଗେଟ ନିକଟରେ ଗୋ ମାଫିଆଙ୍କ ଗୁଳି ମାଡ଼ ଘଟଣାରେ ୧୧ ଜଣକୁ ଗିରଫ କଲା ପୋଲିସ । ଚାରୋଟି ୪ ଚକିଆ ଗାଡି ସହ ଗୋଟିଏ ୧୬ ଚକିଆ ଟ୍ରକ ଜବତ । ତାଙ୍କ ଠାରୁ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ପୋଲିସର ୨ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ଅତିରିକ୍ତ […]