କାନ୍ସରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ, ରେଡ କାର୍ପେଟରେ ସମ୍ବଲପୁରୀ ପୋଷାକ ପିନ୍ଧି ଚାଲିଲେ ଓଡ଼ିଆ ଦମ୍ପତ୍ତି
ନୂଆଦିଲ୍ଲୀ ୨୧/୦୫: ୭୫ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଚମକିଲା ସମ୍ବଲପୁରୀ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୋଜକ ତଥା ପୃଷ୍ଠପୋଷକ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲ୍ରେ ରେଡ୍ କାର୍ପେଟ୍ରେ ଚାଲିଥିଲେ । ଜିତେନ୍ଦ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । କାନ୍ ରେଡ୍ କାର୍ପେଟ୍କୁ ଏକ ଉଚ୍ଚ ସ୍ତରୀୟ ଗ୍ଲାମରସ୍ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ । ଯାହା […]