ପୋଖରୀରୁ ମାଛ ନେଲା କିଏ ? ଥାନାରେ ଏତଲା ଦେଲେ ସରପଞ୍ଚ
ଭଦ୍ରକ ୨୨।୦୫ : ସରକାରୀ ପୋଖରୀରୁ ବିନା ନିଲାମରେ ମାଛ ଉଭାନ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ନଵ ନିର୍ବାଚିତ ସରପଞ୍ଚ ଉଦବେଗ ପ୍ରକାଶ କରିଛନ୍ତି । ଗଢିଆରୁ ମାଛ ନେଇଯିବା ଘଟଣା ଏବେ ଥାନାରେ ପହଞ୍ଚିଛି । ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, କିଛି ବର୍ଷ ହେଲା ବେଆଇନ ଭାବେ ୧୦ ଗୋଟି ପୋଖରୀକୁ ନିଲାମ କରାନଯାଇ ମାଛ ଧରାଯାଉଛି ବୋଲି ଅଭିଯୋଗ […]