ଅପରାଧ ରାଜ୍ୟ

ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୩ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ବାରଙ୍ଗ ୨୩/୦୫ : ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅପର ପକ୍ଷରେ ଘଟଣାର ତଦନ୍ତ କରି ଦୋଷୀ ଠିକାଦାର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ। ସୂଚନାନୁଯାୟୀ, ରବିବାର ନନ୍ଦନକାନନ ବସ୍ ସଫାରୀ ଟିକେଟ କାଉଣ୍ଟରରେ ଛତିଶଗଡ଼ର କିଛି ପର୍ଯ୍ୟଟକ ଟିକେଟ କାଟିବାକୁ ବାଧ୍ୟ କରିବା ପରେ କାଉଣ୍ଟର କର୍ମଚାରୀ […]

ଅପରାଧ ରାଜ୍ୟ

ଚାନ୍ଦବାଲି ପୋଲିସକୁ ସଫଳତା, ୨୦ ଲିଟର ଚୋରା ଦେଶୀ ମଦ ଜବତ, ବେପାରୀ ଗିରଫ

ଚାନ୍ଦବାଲି ୨୩/୦୫ : ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୁଲମ ଖୋଲା ମଦ ବେପାର । ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁରେ ଏକ ମଦ ବେପାରୀ ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ ଗ୍ରାମର କିଛି ମହିଳା ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ଚାନ୍ଦବାଲି ଥାନକୁ ଖବର […]

ଅପରାଧ ଦେଶ ବିଦେଶ

୩ ମାସର ଯୁଦ୍ଧ, ଅକଳ୍ପନୀୟ କ୍ଷୟକ୍ଷତି: ରୁଷ୍‌ର ବୋମାବର୍ଷା ଜାରି, ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ କବ୍‌ଜା ଲକ୍ଷ୍ୟ

ମସ୍କୋ/କିବ୍‌: ମେ ୨୪ ତାରିଖରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିବ। ଗତ ୩ ମାସର ଲଢ଼େଇରେ ୟୁକ୍ରେନ୍‌ର ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ରୁଷ୍‌ ମଧ୍ୟ ୧୦ ହଜାରରୁ ଅଧିକ ସୈନିକ ହରାଇଛି। ରୁଷ୍‌ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ସବୁଠାରୁ ବଡ଼ ଆକ୍ରମଣ ୟୁକ୍ରେନ୍‌ରେ ଜାରି ରଖିଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହୁଥିବା ବେଳେ ଅସଲରେ ଏହା ଭୀଷଣ ଯୁଦ୍ଧରେ ପରିଣତ ହୋଇଛି। […]

ଅପରାଧ ରାଜ୍ୟ

ଗାଁ ସମସ୍ୟା ନେଇ ତାତିଲେ ଲୋକେ, ଉଦଳା-ବାରିପଦା ରାଜ୍ୟ ରାଜପଥ ଅବରୋଧ

ଉଦଳା ୨୩/୦୫ : ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାସ୍ତା ଅବରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ । ଖୁଂଟା ବ୍ଲକ ବିରୁଡି ଗ୍ରାମର ଅନେକ ହିତାଧତ୍କାରୀ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରିନାହାଁନ୍ତି । ଏହାସହିତ ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଏବଂ ହିତାଧତ୍କାରୀଙ୍କ ନାମରେ ବର୍ଦ୍ଧିତ ବିଜୁଳି ବିଲ୍ ଆସୁଥିବାରୁ ଏ ନେଇ ପୂର୍ବରୁ ଗ୍ରାମବାସୀମାନେ ବ୍ଲକ ଠାରୁ […]

ରାଜ୍ୟ ରାଶିଫଳ

ଆଜି ଠାରୁ ୨୭ ଦିନ ଯାଏଁ ବଦଳିବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ଶୁକ୍ରଙ୍କ କୃପାରୁ ହେବ ଧନର ବର୍ଷା

ନୂଆଦିଲ୍ଳୀ ୨୩।୦୫: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। କାହିଁକି ନା ରାଶି ତାଙ୍କ ଦିଗ ଅନୁସାରେ ରାଶି ପରିବର୍ତ୍ତନ କରନ୍ତି। ଶୁକ୍ର ଗ୍ରହ ୨୩ ମେ ରାତିରେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଗମନାଗମନରେ ସମସ୍ତ ରାଶି ଲୋକଙ୍କ ଜୀବନକୁ ପ୍ରଭାବିତ କରିବ । କିନ୍ତୁ ଏହି ରାଶି ପରିବର୍ତ୍ତନ ୫ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। […]

ଅପରାଧ ରାଜ୍ୟ

ଜୁଆ ଖେଳରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ, ପୁଲିସକୁ ପିଟିଲେ

ବାଲିପାଟଣା : ବାଲିପାଟଣା ଥାନା ରାଜସ କୃଷ୍ଣପୁର ଯାତ୍ରାରେ ଚାଲୁଥିବା ଜୁଆ ଖେଳକୁ ବନ୍ଦ କରିବାକୁ ଆସିଥିବା ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଟେକା ପଥର ମାଡ଼ କରିଥିଲେ। ପୁଲିସ କର୍ମଚାରୀ ଆଣିଥିବା ଗାଡ଼ି ଛାଡ଼ି ଜୀବନ ବଞ୍ଚାଇବାକୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ି ଉଦ୍ଧାର କରିଛି। ଏହାପରେ ଅଧାରୁ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିପର୍ଯ୍ୟୟ ଘଟାଇଲେ ଯୁବ ଗ୍ରାଣ୍ଡମାଷ୍ଟର୍ ପ୍ରଜ୍ଞାନନ୍ଦା, ବିଶ୍ୱ ଚାମ୍ପିଅନ କାର୍ଲସେନଙ୍କୁ ପୁଣି ଥରେ ହରାଇଲେ

ନୂଆଦିଲ୍ଲୀ, ୨୨/୦୫: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍‌ ମାଗନସ୍‌ କାର୍ଲସେନ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଚେସେବଲ୍‌ ମାଷ୍ଟର୍ସ ଅନ୍‌ଲାଇନ୍‌ ‌ରାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ୧୬ ବର୍ଷୀୟ ପ୍ରଜ୍ଞାନନ୍ଦା ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଏୟାରଥିଙ୍ଗ୍‌ସ ମାଷ୍ଟର୍ସରେ ପ୍ରଥମ ଥର କାର୍ଲସେନ୍‌ଙ୍କୁ ହରାଇ ଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ ସେ […]

ଅପରାଧ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ବର : ସହ-ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨ଲକ୍ଷ ଟଙ୍କା ହଡ଼ପ କରିବା ଏବଂ ବିବାହ କରିବାକୁ କହି ଶାରୀରିକ ସଂପର୍କ ରଖିବା ଘଟଣାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ଧାରାବାହିକ ଅଭିନେତା ଏମ୍. ସୁମନ କୁମାରଙ୍କ ଜାମିନ୍ ଖାରଜ କରିଛନ୍ତି। ସୁମନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଭିଯୋଗକାରିଣୀଙ୍କ ଏତଲାକୁ ମିଥ୍ୟା ବୋଲି ଦର୍ଶାଇଥିଲେ। ଯୁକ୍ତି ବାଢ଼ିଥିଲେ, ଅଭିଯୋଗକାରିଣୀ ସୁମନଙ୍କଠାରୁ ୪ ଲକ୍ଷ ଟଙ୍କା ଧାର ନେଇଥିଲେ। ଟଙ୍କା ମାଗିବାରୁ ସେ ଫାଙ୍କିଥିଲେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେବେ ଆଫ୍ରିକା ଗସ୍ତ କରି ନାହାନ୍ତି, ତଥାପି ସଂକ୍ରମିତ; ଅନ୍ୟ ଦେଶରେ କିପରି ବ୍ୟାପୁଛି ମଙ୍କିପକ୍ସ ? WHO ଦେଲା ଜବାବ

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ମଙ୍କିପକ୍ସକୁ ନେଇ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର କହିଛି, ଗତ ୧୦ ଦିନରେ ୧୨ଟି ଦେଶରୁ ୯୨ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ସ୍ପଷ୍ଟ ଦର୍ଶାଉଛି ଯେ, ଆଗାମୀ ଦିନରେ ଏହି ମାମଲା ଆହୁରି ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ, ଇଟାଲୀ, ଆମେରିକା, କାନାଡାରେ ମଙ୍କିପକ୍ସର ଏପରି ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନେ ପୂର୍ବରୁ କେବେ ବି ଆଫ୍ରିକା ଯାଇ ନାହାନ୍ତି। ସୂଚନାଯୋଗ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୨୨୬ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୨/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]