ବଞ୍ଚିବା ଏକାଠି, ମରିବା ବି ଏକାଠି : ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ
ସାନଖେମୁଣ୍ଡି ୨୪।୦୫ : ବଞ୍ଚିବା ଏକାଠି, ମରିବା ବି ଏକାଠି । ଏମିତି କିଛି କହି ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକାର ଆତ୍ମହତ୍ୟା। ଗଞ୍ଜାମ ଜରଡ଼ା ଥାନା ସାମନ୍ତରାୟପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, କୌଣସି କାରଣକୁ ନେଇ ପ୍ରେମିକ ବେକରେ ରଶି ଲଗା ଆତ୍ମହତ୍ୟା କରିଥିଲା । ଏହାଦେଖି ପ୍ରେମିକା ଜଣଙ୍କ ପ୍ରେମିକର ମର ଶରୀର ନିକଟରେ କିଛି ସମୟ ଧରି କାନ୍ଦିବା ସହିତ ପରେ […]