ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ଗୁଜୁରାଟ ଓ ରାଜସ୍ଥାନ : ସିଧା ଫାଇନାଲକୁ ଯିବ ବିଜୟୀ ଟିମ୍
ଭୁବନେଶ୍ୱର ୨୪/୦୫: ଚଳିତ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି । ମଙ୍ଗଳାବାର ଦିନ ପ୍ଲେ-ଅଫ୍ ରାଉଣ୍ଡ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ ସିଧା ସଳଖ ଫାଇନାଲ୍କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା […]