ସବୁ ବିଭାଗ ଏକ ଟିମ୍ ଭାବେ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଗର ଉନ୍ନୟନ ବିଭାଗର ପ୍ରମୁଖସଚିବ ଜି.ମାଥିଭାଥନନ୍ ବିଭିନ୍ନ ରୂପାନ୍ତର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। ନଗର ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ,ରାଜ୍ୟର ୧୬% ଲୋକ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିରୁ ୪୦% ଅଞ୍ଚଳରେ ପିଇବା ପାଣିର ସୁବିଧା ନଥିଲା। ୪ଲକ୍ଷ ଘରେ ଶୌଚାଳୟ ନଥିଲା। ନିଭାଗର ରୂପାନ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ରାଜ୍ୟର ୮୪% […]