ଅପରାଧ ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ, ମିଳିନି ପରିଚୟ

ସୋନପୁର ୨୫।୦୫ : ସୋନପୁର ଜିଲ୍ଲା ଖାରି-ବଇରଖମନ୍‌ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ବାଇକ୍ ଆରୋହୀ ଜଣକ ବଇରଖନନ ଗାଁରୁ ଦ୍ରୁତ ଗତିରେ ଆସୁଥିଲେ । ଠିକ୍‌ ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଆଉ ବାଇକ୍ ରୁ ଛିଟିକି ପଡ଼ିଥିଲେ ଆରୋହୀ । ଯାହାଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ […]

ଅପରାଧ ରାଜ୍ୟ

ବୋହୂକୁ ମାରି ଜେଲ୍‌ ଯାଇଥିଲେ, ଏବେ ଫେରି ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ମୋରଡ଼ା ୨୫।୦୫ : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ମୃତକ ପ୍ରଶନି ନାୟକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକିଟାମାଟିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଚିକିଟାମାଟିଆ ଗାଁର ବିଦ୍ୟାଧର ନାୟକ ତାଙ୍କ ସ୍ତ୍ରୀ ପ୍ରଶନି ନାୟକଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ସକାଳୁ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ […]

ଅପରାଧ ରାଜ୍ୟ

ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ

ନୂଆଦିଲ୍ଲୀ: ରପ୍ତାନିରୁ ଅଧିକ ଆୟର ସମ୍ଭାବନା ଥିବାରୁ ଘରୋଇ ସଂସ୍ଥାଗୁଡ଼ିକ ଏଥର ଚାଷୀମାନଙ୍କଠାରୁ ଅଧକ ଗହମ କିଣିନେଇଛନ୍ତି। ସେଥିପାଇଁ ସରକାରୀ ସଂଗ୍ରହ ପ୍ରାୟ ଅଧା କମିଯାଇଛି। ଗହମ ଉତ୍ପାଦନକାରୀ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସରକାରୀ ସଂଗ୍ରହ ଏବେବି ନିମ୍ନ ସ୍ତରରେ ରହିଛି। ଗତବର୍ଷ ପଞ୍ଜାବରୁ ୧୩୨ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୯୬ ଲକ୍ଷ ଟନ୍ ହିଁ ସଂଗ୍ରହ କରାଯାଇପାରିଛି। ସେହିପରି, ହରିୟାଣାରେ ଗତବର୍ଷ ୮୦ ଲକ୍ଷ […]

ଖେଳ ଦେଶ ବିଦେଶ

କୋହଲିଙ୍କ ଫର୍ମ ପାଇଁ ଆର୍‌ସିବିର ଆତ୍ମବିଶ୍ବାସ

କୋଲକାତା: ଚଳିତ ଆଇପିଏଲ୍‌ର ଏଲିମିନେଟର୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଖେଳିବ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ସହିତ। ଦଳର ଶେଷ ଲିଗ୍‌ ମ୍ୟାଚ୍‌ରେ ବିରାଟ କୋହଲି ଫର୍ମକୁ ଫେରି ୫୪ ବଲ୍‌ରୁ ୭୩ ରନ୍‌ କରିଥିବାରୁ ଆର୍‌ସିବି ଆତ୍ମବିଶ୍ବାସରେ ରହିଛି। ଏହି ବିଜୟ ସତ୍ତ୍ବେ ଆରସିବିକୁ କିନ୍ତୁ ପ୍ଲେ ଅଫ୍‌ ପ୍ରବେଶ ପାଇଁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇର ବିଜୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କୋହଲି ଫର୍ମକୁ‌ ଫେରିବା ମଧ୍ୟ ଲକ୍ଷ୍ନୌ ପାଇଁ ଚିନ୍ତାର […]

ଖେଳ ଦେଶ ବିଦେଶ

ପଦାର୍ପଣରେ ଗୁଜରାଟ ଟାଇଟନ୍ସ ଫାଇନାଲ୍‌ରେ

କୋଲ୍‌କାତା: ଆଇପିଏଲ୍‌ର ନବାଗତ ଦଳ ଗୁଜରାଟ ଟାଇଟନ୍ସ କେବଳ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହି ପ୍ଲେ ଅଫ୍‌ ଆସିନାହିଁ, ପଦାର୍ପଣ ଋତୁରେ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ମଙ୍ଗଳବାର ଅନାୟାସରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ପରାସ୍ତ କରି ଟ୍ରଫି ହାସଲଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। ଜୋସ ବଟଲର୍‌ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୮୮ ରନ୍‌) ବଳରେ ରାଜସ୍ଥାନ ରୟାଲ୍ସ ୧୮୮ ରନ୍‌ର ଲଢ଼ୁଆ ସ୍କୋର ଛିଡ଼ା କରିଥିଲା। କିନ୍ତୁ […]

ଅପରାଧ ରାଜ୍ୟ

ପୁରୀରେ ଯୁବ ସେବାୟତଙ୍କୁ ହତ୍ୟା ଘଟଣା, ପାରିବାରିକ ବିବାଦରୁ ଗୁଳିମାଡ଼-ଏସ୍‌ପି

ପୁରୀ ୨୫।୦୫: ପୁରୀ ଏମାର ମଠ ନିକଟରେ ଯୁବ ସେବାୟତଙ୍କୁ ଗୁଳିକରି ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ଜଣକୁ ଅଟକ ରଖିଛି ପୋଲିସ। ଏତଲାରେ ୩ ଜଣଙ୍କ ନାଁ ରହିଛି। ତେବେ ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଅଭିଯୁକ୍ତ ଚନ୍ଦନ ବନ୍ଧୁକ କେଉଁଠୁ ଆଣିଥିଲା ତାର ତଦନ୍ତ ଚାଲିଛି। ଏନେଇ ୫ଜଣିଆ ଟିମ ଗଠନ ହୋଇଥିବା ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି। […]

ଅପରାଧ ରାଜ୍ୟ

ଆସିଲାଣି ମୌସୁମୀ: ପ୍ରାଚୀବିହାରରେ ସଫା ହେଉନି ଡ୍ରେନ୍‌

ଭୁବନେଶ୍ବର: ଆଗକୁ ବର୍ଷାଦିନ ଆସୁଛି। କିନ୍ତୁ ଏପର୍ଯନ୍ତ ଭୁବନେଶ୍ବରର ଅଧିକାଂଶ ୱାର୍ଡରେ ଡ୍ରେନ୍‌ ଗୁଡ଼ିକ ସଫା ହୋଇନାହିଁ। ଅନେକ ସ୍ଥାନରେ ଡ୍ରେନ୍‌ ଉପରେ ଆବରଣ ନାହିଁ। ମୁକୁଳା ପଡ଼ିଥିବା ‌ଡ୍ରେନ୍‌ ପାଣି ରାସ୍ତାରେ ଭାସୁଛି। ୧୮ ନମ୍ବର ୱାର୍ଡରେ ଥିବା ପ୍ରାଚୀବିହାରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରାଚୀବିହାର ସାଂସ୍କୃତିକ ଓ ଉନ୍ନୟନ ପରିଷଦ ପକ୍ଷରୁ ଏନେଇ ବିଏମ୍‌ସି କମିସନରଙ୍କୁ ଚିଠି ଯୋଗେ ଅଭିଯୋଗ କରାଯାଇଛି। […]

ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସୋମନାଥଙ୍କ ପେଣ୍ଟିଂ ନିଶା, ଡିମାଣ୍ତରେ ଟି-ପଏ ପଟ୍ଟଚିତ୍ର ପେଣ୍ଟିଂ

କଟକ: ବିନା ତାଲିମରେ କ୍ୟାନଭାସ୍‌ ପେଣ୍ଟିଂ, ପେନସିଲ୍‌ ପୋଟ୍ରେଟ୍‌ସ୍କେଚ୍‌, ବର୍ଜ୍ୟବସ୍ତୁରେ ପେଣ୍ଟିଂ, ମିନି ଆର୍ଟ, କଫି ପେଣ୍ଟିଂ, ପଟ୍ଟଚିତ୍ର, ଓଏଲ ପେଷ୍ଟାଲ ଥ୍ରିଡି ଆର୍ଟ ପେଣ୍ଟିଂ ପରି ଭଳି କି ଭଳି ଚିତ୍ର ଆଙ୍କୁଛନ୍ତି କଟକର ସୋମନାଥ ସାହୁ। ନିଜ ସୋସିଆଲ୍‌ ‌ମିଡିଆ ପେଜ୍‌ରେ ଏହି ଚିତ୍ରଗୁଡ଼ିକୁ ବିକ୍ରି ବି କରୁଛନ୍ତି। ଅନ୍‌ଲାଇନ୍‌ରେ ପେଣ୍ଟିଂ ଅର୍ଡର‌୍ ଆସୁଥିବା ବେଳେ ୭ଦିନ ମଧ୍ୟରେ ସେ ତାହାକୁ ପହଞ୍ଚାଇ ଦେଉଛନ୍ତି। ସେ ନିଜେ ଚିତ୍ର ଆଙ୍କିବା ସହ ୫୦ରୁ ଅଧିକ […]

ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଓ ଧରାକୋଟ ବ୍ଲକ୍ ଅଧୀନ ଝାଡ଼ବନ୍ଧ ଗ୍ରାମର ଜଣେ ଦେଶୀମଦ ବେପାରୀଙ୍କୁ ବନ୍ଧୁକ ଦେଖାଇବା ଘଟଣାରେ ପୁଲିସ ୨ଜଣ ଜନପ୍ରତିନିଧିଙ୍କୁ ଅଟକ ରଖିଛି। ଦୁହିଁଙ୍କ ମଧ୍ୟରୁ ଜଣେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ସରପଞ୍ଚ। ଉଭୟଙ୍କ ବାଇକ୍‌ ଡିକିରୁ ଗୋଟିଏ ଦେଶୀ ପିସ୍ତଲ ଓ ମାଉଜର ବି ଜବତ କରାଯାଇଛି। ଏହିଭଳି ଅପରାଧରେ ୨ ଜନପ୍ରତିନିଧିଙ୍କ ସମ୍ପୃକ୍ତିକୁ ପୁଲିସ ସ୍ବୀକାର କରିଥ‌ିଲେ ମଧ୍ୟ ପଚରାଉଚରା ଜାରି ରଖିଥିବାରୁ […]

ଅପରାଧ ରାଜ୍ୟ

ଦୁର୍ଘଟଣା ପରେ ଉତ୍ତେଜନା, ଜାତୀୟ ରାଜପଥରେ ଅଟକି ରହିଛି ଅନେକ ଗାଡି

ପାଟଣା ୨୫।୦୫: ଦୁର୍ଘଟଣା ପରେ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଟୋଲଗେଟ୍‌ ନିକଟେର ଦେଖାଦେଇଛି ଉତ୍ତେଜନା । ଟୋଲଗେଟ୍‌ ନିକଟରୁ ବେଆଇନ୍‌ ପାର୍କି ଉଠାଇବା ସହ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । କଲିକତା ଯାଉଥିବା ଅନେକ ଗାଡି ଏବେ ଅଟକି ରହିଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ […]