ଧଳାଜହର କବଳରେ ଝାରସୁଗୁଡା, ୧୭ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ
ଝାରସୁଗୁଡା ୨୫/୦୫: ଝାରସୁଗୁଡାରୁ ପ୍ରଥମ ଥର ପାଇଁ ଜବତ ହେଲା ବ୍ରାଉନ ସୁଗାର । ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ପ୍ରାୟ ୧୬.୯୪୦ ଗ୍ରାମ (ପ୍ରାୟ 17ଗ୍ରାମ) ବ୍ରାଉନ ସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ମଙ୍ଗଳ ବଜାର ଅଂଚଳର ୩ଜଣ ଯୁବକକୁ ପୋଲିସ ଗିରଫ ମଧ୍ୟ କରିଛି । ସେମାନଙ୍କ ଠାରୁ 2ଟି KTM ବାଇକ, ୧୩ହଜାର ୯୦ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ଏହି ବ୍ରାଉନ ସୁଗାର କଲିକତା, […]