ଅପରାଧ ଦେଶ ବିଦେଶ

୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା ନ ହେଲେ ଇସ୍‌ଲାମାବାଦ ଫେରିବି କହି ପ୍ରତିବାଦ ପ୍ରତ୍ୟାହାର କଲେ ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା କର ନଚେତ ସମସ୍ତ ଦେଶବାସୀଙ୍କୁ ଧରି ଇସ୍‌ଲାମାବାଦକୁ ଆସିବି ବୋଲି ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପିଟିଆଇ’ର ଅଧ୍ୟକ୍ଷ ଇସ୍‌ଲାମାବାଦରେ ପ୍ରତିବାଦକାରୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ସରକାରଙ୍କୁ ଚେତାଇ ଦେଇଛନ୍ତି। ଚଢ଼ାଉ ଓ ଗିରଫଦାରି ସମେତ ‘ପିଟିଆଇ’ର ପଦଯାତ୍ରାକୁ ବାଧା ଦେବା ପାଇଁ ବିଦେଶର ଆମଦାନି କରାଯାଇଥିବା ସରକାର ଉପଯୋଗ କରୁଥିବା କୌଶଳଗୁଡ଼ିକୁ ସେ ତୀବ୍ର ସମାଲୋଚନା କରିବା ସହ ଘଟଣା ପ୍ରତି ଦୃଷ୍ଟି ଦେଇଥିବାରୁ ସୁପ୍ରିମ୍‌ […]

ଅପରାଧ ରାଜ୍ୟ

ରାସ୍ତାକାମକୁ ବିରୋଧ, ଗାଡି ଜାଳିଦେଲେ ମାଓବାଦୀ

ଧର୍ମଗଡ ୨୬।୦୬ : ଗାଡ଼ି ଜାଳିଦେଲେ ମାଓବାଦୀ । ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ । ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପୋଖରୀ ଘାଟି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଥିଲା । ତେବେ ରାସ୍ତା କାମରେ ନିୟୋଜିତ ୩ ଟ୍ରାକ୍ଟର ଓ ୨ଟି ଟିପର ଓ ଗୋଟିଏ ଜେସିବିକୁ ସିପିଆଇ ମାଓବାଦୀ ଓଡିଶା […]

ଅପରାଧ ଦେଶ ବିଦେଶ

ପ୍ରେମିକାର ବିବାହ ଭାଙ୍ଗିବାକୁ ଚାହୁଁଥିବା ପ୍ରେମିକ ଭାବି ସ୍ବାମୀଙ୍କୁ ଦେଖାଇଦେଲା ଆପତ୍ତିଜନକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ବିବାହ ଭାଙ୍ଗିବା ପାଇଁ ପ୍ରେମିକାଙ୍କ ବିବାହର କିଛି ସମୟ ପୂର୍ବରୁ ତାଙ୍କ ଭାବି ସ୍ବାମୀଙ୍କୁ ନେଇ ପ୍ରେମିକାଙ୍କ ଫଟୋ ଦେଖାଇଥିଲେ। ଭାବି ସ୍ବାମୀ ଜଣକ ଆପତ୍ତିଜନକ ଫଟୋଗୁଡ଼ିକୁ ଦେଖିବା ପରେ ବିବାହ ଭାଙ୍ଗି ଦେଇଥି‌ଲେ। ସେଠାରେ ଆଉ ବିବାହ କରିବେ ନାହିଁ ବୋଲି କହି ବରଯାତ୍ରୀ ଧରି ‌ଫେରି ଯାଇଥିଲେ। ସମସ୍ତେ ମିଶି ବରଙ୍କୁ ବୁଝାସୁଝା କରିବା ପରେ ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କିଡ଼ନୀ ଖରାପ ( kidney failure ) ହେବାର ୯ଟି କାରଣ

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ସମ୍ପଦ | ଯଦି ସ୍ୱାସ୍ଥ୍ୟ ଠିକ ରହିବ ତାହେଲେ ମଣିଷର ବଞ୍ଚିରହିବାର ଆଶା ବହୁରି ବଢିଯିବ| ତେବେ ଆଜି କାଲି ସମାଜରେ ବହୁତ ପ୍ରକାର ରୋଗ ଦେଖିବାକୁ ମିଳୁଛି ଆଉ ଯାହା ପାଇଁ ମଣିଷ କମ ବୟସରୁ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି |ସେହି ପ୍ରକାରର ଆମ ଶରୀର ଭିତରେ ଥିବା ଗୋଟିଏ ଅଙ୍ଗ ଯଥା କିଡ଼ନୀ ରୋଗ ବିଷୟରେ ଆସନ୍ତୁ […]

ଅପରାଧ ରାଜ୍ୟ

ଟ୍ରକକୁ ପଛରୁ ପିଟିଲା ଅଟୋ, ଜଣେ ମୃତ

ଭଦ୍ରକ ୨୬।୦୫: ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା […]

ଅପରାଧ ରାଜ୍ୟ

ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଅପହରଣ ଅଭିଯୋଗ, ଭିଡିଓ ଜାରି କରି କହିଲେ ଦୁଃଖ

ସମ୍ବଲପୁର ୨୬।୦୫ : ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଅପହରଣ ଅଭିଯୋଗ । ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ । ଏନେଇ ଏକ ଭିଡିଓ ଜାରି କରି ନିଜ ଦୁଃଖ ବଖାଣିଛନ୍ତି ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ । ଖବର ଅନୁଯାୟୀ, ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ | ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇଥିଲେ | […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରପାରିରେ ଲୋକପ୍ରିୟ ଅଭିନେତା ବିରାଜ ଦାସ

ଭୁବନେଶ୍ୱର, ୧୬/୦୫: ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଛୁଇଁଥିବା ଓଲିଉଡ଼ ଜଗତର ବଳିଷ୍ଠ ଅଭିନେତା ବିରାଜ ଦାସ ଆଉ ନାହାନ୍ତି । ବୁଧବାର ବିଳମ୍ବିତ ରାତିରେ ୬୩ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଓଡ଼ିଆ ନାଟକ, ଧାରାବାହିକ, ଟେଲି ଫିଲ୍ମ ଏବଂ ଚଳଚ୍ଚିତ୍ରରେ ନିଜର ପ୍ରତିଟି ଚରିତ୍ରକୁ ଜୀବନ୍ତ କରିଥିଲେ […]

ଅପରାଧ ରାଜ୍ୟ

ଦୋଷ କରୁଛନ୍ତି କର୍ମଚାରୀ, ବଦନାମ୍‌ ମୁଣ୍ଡାଉଛି ନନ୍ଦନକାନନ!

ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ଘଟଣା ନନ୍ଦନକାନନ ଇତିହାସରେ କଳା ଦାଗ ଲଗାଉଛି। କେତେବେଳେ ଖୁଆଡ଼ରେ ଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ ତ ଆଉ କେତେବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ। ଲଗାତାର ଭାବେ ଚାରି ମାସ ମଧ୍ୟରେ ନନ୍ଦନକାନନରେ ୪୦ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବା ନନ୍ଦନକାନନ କର୍ତୃପକ୍ଷଙ୍କ ସମେତ ବନ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି। କିଭଳି ଭାବେ ଏହାର ମୁକାବିଲା କରାଯାଇପାରିବ, ସେନେଇ ମାନସ ମନ୍ଥନ ଚାଲିଥିବା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରତି ୨ ମାସରେ କାମ ମାଗୁଛି ଖଣ୍ଡଗିରି ଫ୍ଲାଏଓଭର୍‌

ଭୁବନେଶ୍ବର: ପାଖାପାଖି ବର୍ଷେ ହେବ ଖଣ୍ଡଗିରି ଫ୍ଲାଏଓଭର୍‌ ଉପରେ ଗାଡ଼ି ଗଡ଼ିଲାଣି। ଅଥଚ ଫ୍ଲାଏଓଭର୍‌ କାମ ଏ ପର୍ଯ୍ୟନ୍ତ ସରି ପାରୁନି। ସହରର ଏହା ବୋଧେ ଏକମାତ୍ର ଓଭରବ୍ରିଜ୍‌, ଯାହା ପ୍ରତି ୨ରୁ ୩ ମାସରେ କାମ ମାଗୁଛି। ଫଳ‌ରେ ଓଭରବ୍ରିଜ୍‌ ରାସ୍ତାକୁ ଅଧା କିମ୍ବା ପୂରା ବନ୍ଦ କରିବାକୁ ପଡ଼ୁଛି ଓ ଫଳ ଭୋଗୁଛନ୍ତି ରାଜଧାନୀବାସୀ। ୩ ଦିନ ତଳେ, ପୁଣିଥରେ ଫ୍ଲାଏଓଭର୍‌ର ଭୁବନେଶ୍ବର-ଖୋର୍ଧା ପଟ ରାସ୍ତାକୁ ବନ୍ଦ କରାଯାଇ କାମ ଆରମ୍ଭ ହୋଇଛି। ଫଳରେ […]

ଅପରାଧ ରାଜ୍ୟ

ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

କଟକ ୨୫/୦୫: କଟକ ବିଡାନାସୀରେ ଅଘଟଣ । ଏନସିସି ଘାଟ ନଦୀରୁ ଉଦ୍ଧାର ହେଲା ଅଜଣା ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ । ବିଡାନାସୀ ପୋଲିସ ପହଞ୍ଚି ମୃତଦେହ ଜବତ କରି SCB ମେଡିକାଲକୁ ପଠାଇଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି । ଏବେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ହତ୍ୟା ନାଁ […]