କ୍ରମାଗତ ଭାବେ କମୁଛି କ୍ରୋମ୍ ଉତ୍ପାଦନ, ୫ ବର୍ଷ ମଧ୍ୟରେ ବନ୍ଦ ହୋଇଯିବ ଅଧିକାଂଶ ଖଣି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କାଳିଆପାଣି, (ରବି ନାରାୟଣ କର) : ଦେଶର ୯୫ ପ୍ରତିଶତ କ୍ରୋମ୍ ରତ୍ନଗର୍ଭା ସୁକିନ୍ଦା କ୍ରୋମ୍ ଉପତ୍ୟକାରେ ଗଚ୍ଛିତ ରହିଛି। ସୁନାରୁପା ପରେ ତୃତୀୟ ଦୁର୍ମୂଲ୍ୟ ଧାତବ ମାନ୍ୟତା ପାଇଥିବା କ୍ରୋମାଇଟ୍ ପାଇଁ ଯାଜପୁର ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍ଏଫ୍) ପାଣ୍ଠି ବିଗତ […]









