ବାହା ପୂର୍ବରୁ ବରକୁ ଉଠାଇଲା ପୁଲିସ୍, ଭୁବନେଶ୍ବରରେ ଥିଲା ଦୁଷ୍କର୍ମ ମାମଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼ : ବାହାଘର ପାଇଁ ସବୁ ପ୍ରସ୍ତୁତି ଥିଲା। କନ୍ୟାଘର ପ୍ରସ୍ତୁତ ଥିଲେ ବରଯାତ୍ରୀଙ୍କୁ ଆପ୍ୟାୟିତ କରିବାକୁ। ହେଲେ ଭୁବନେଶ୍ବରରୁ ପୁଲିସ୍ ଟିମ୍ ଆସି ବରକୁ ବାହା ପୂର୍ବରୁ ଗିରଫ୍ କରି ସାଙ୍ଗରେ ନେଇଗଲା। ଏଭଳି ଏକ ଘଟଣା ଘଟିଛି ବରଗଡ଼ […]









