ବିପଦସଂକୁଳ ସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ବରେ ପନିପରିବା ବିକୁଛନ୍ତି ବ୍ୟବସାୟୀ
ରାସ୍ତାକଡ଼ରେ ବ୍ୟବସାୟ କଲେ ଗ୍ରାହକ ଅଧିକ ଆସିବେ ବୋଲି ବ୍ୟବସାୟୀମାନେ ଚିନ୍ତା କରିଥାନ୍ତି। କିନ୍ତୁ ରାସ୍ତାକଡ଼ରେ ବେପାର କରିବା ଦ୍ବାରା କେତେବେଳେ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ, ଏହା କେହି ଜାଣିନଥାନ୍ତି। ଅନ୍ୟପଟରେ ପ୍ରଶାସନର ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ। କୋରାପୁଟ: ଯେତେ ମାଠିବୁ ମାଟ୍ ମୁଁ ସେହି ଦରପଡ଼ା କାଠ। ଏହି ଉକ୍ତିଟି କୋରାପୁଟ ସହରରେ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ବସି ପନିପରିବା ବିକୁଥିବା ବ୍ୟବସାୟୀଙ୍କ ପାଇଁ ସଂପୁର୍ଣ୍ଣ ଉଦ୍ଧିଷ୍ଟ। ଶତାଧିକ ଉଠା […]









