ଧ୍ବଂସମୁଖରେ ଐତିହ୍ୟ, ପ୍ରାଚୀନ କୀର୍ତ୍ତିରାଜି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର, (ଚିତ୍ତରଂଜନ ବେହେରା): ଆବଶ୍ୟକ ସୁରକ୍ଷା, ପ୍ରତ୍ନତାତ୍ତ୍ବିକ ଅବହେଳା ଏବଂ ରାଜନୈତିକ ଫନ୍ଦି ଯୋଗୁଁ ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ଖ୍ୟାତ କେନ୍ଦୁଝର ଜିଲ୍ଲାର ଅନେକ ଐତିହ୍ୟ ଓ କୀର୍ତ୍ତିରାଜି ଅବହେଳିତ ଓ ନଷ୍ଟଭ୍ରଷ୍ଟ ହୋଇ […]









